ହାତରେ ଲାଗି ସାରିଥିଲା ମେହେନ୍ଦି , ସରିଥିଲା ମଙ୍ଗନ କାହାର ପଡିଲା ନଜର ସୁନ୍ଦରୀ କନ୍ୟାକୁ ଟେକି ନେଇଗଲେ...

ଦୁଇ ଦିନ ପରେ ବାହାଘର ପାଇଁ ନିଜ ଭାଇ ସହ ପାର୍ଲରକୁ ସଜ ହେବାକୁ ଆସି ନିଖୋଜ ହୋଇଗଲେ ଯୁବତୀ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେଶଦୁରାପାଳ ଗାଁର ଘଟଣା। ଅଭିଯୋଗ ପରେ ଘଷିପୁରା ଥାନା ପୋଲିସ ଗାଁରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛ