ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ

ରେଢ଼ାଖୋଲ : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା ।  ଜଙ୍ଗଲରେ ମୃତଦେହ ପଡ଼ି ରହିଥିବା ବେଳେ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ ।  ରେଢ଼ାଖୋଲ ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଚାଷ ଜମିକୁ ଯାଇଥିବା ବେଳେ ବିପିନ ବେହରା ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ।  ଖବର ପାଇ ଵନ ବିଭାଗ ଓ ପୋଲିସ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ […] The post ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ appeared first on KNews Odisha.

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ
elephant

ରେଢ଼ାଖୋଲ : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା ।  ଜଙ୍ଗଲରେ ମୃତଦେହ ପଡ଼ି ରହିଥିବା ବେଳେ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ ।  ରେଢ଼ାଖୋଲ ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଚାଷ ଜମିକୁ ଯାଇଥିବା ବେଳେ ବିପିନ ବେହରା ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ।  ଖବର ପାଇ ଵନ ବିଭାଗ ଓ ପୋଲିସ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।  ବନ ବିଭାଗର ଅବହେଳା ଓ ଅଧିକାରୀ ମାନଙ୍କ ଠିକ ସମୟରେ ସୂଚନ ନ ଥିବାରୁ ବାରମ୍ୱାର ହାତୀ ଗାଁ ମୁହାଁ ହୋଇ ଧନଜୀବନ କ୍ଷତି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଏବେ ବି ମୃତଦେହ ପଡିରହିଛି । ବନବିଭାଗ କର୍ମଚାରୀ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।

The post ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି ବନବିଭାଗ appeared first on KNews Odisha.