‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ

ନୂଆଦିଲ୍ଲୀ,୨୦।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ ଆଉ ଏକ ସୱତନ୍ତ୍ର ଚେହେରା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମରୋହା ଲୋକ ସଭା ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ। କଂଗ୍ରେସ ମିଡିଆ ମୁଖ୍ୟ ପୱନ ଖେଡାଙ୍କ ଉପସ୍ଥିତିରେ ଦାନିଶ କଂଗ୍ରେସରେ ଯୋଗ ଦେଇଥିଲେ। ପୱନ ଖେଡା […] The post ‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ appeared first on Dharitri Odia News.

‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ

ନୂଆଦିଲ୍ଲୀ,୨୦।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ ଆଉ ଏକ ସୱତନ୍ତ୍ର ଚେହେରା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମରୋହା ଲୋକ ସଭା ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ।
କଂଗ୍ରେସ ମିଡିଆ ମୁଖ୍ୟ ପୱନ ଖେଡାଙ୍କ ଉପସ୍ଥିତିରେ ଦାନିଶ କଂଗ୍ରେସରେ ଯୋଗ ଦେଇଥିଲେ। ପୱନ ଖେଡା ତାଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।
ଦାନିଶ ଏକଦା ବହୁଜନ ସମାଜ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଡିସେମ୍ବର ୨୦୨୩ରେ, ବିଏସପି ମୁଖ୍ୟ ମାୟାବତୀ ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ଦାନିଶ ଅଲିଙ୍କୁ ଦଳରୁ ବହିଷ୍କାର କରିଥିଲେ।

The post ‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ appeared first on Dharitri Odia News.