ହାତୀଙ୍କୁ ଘେରିଯାଇ ଆକ୍ରମଣ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୮।୩: ସୋସିଆଲ ମଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ। ଭିଡ଼ିଓରେ କିଛି ଯୁବକ ଜଙ୍ଗଲରେ ଏକ ହାତୀଙ୍କୁ ଘେରିଯାଇ ଆକ୍ରମଣ କରୁଛନ୍ତି। ଏପରିକି ଯୁବକମାନେ ହାତରେ ବାଡି ଧରି ହାତୀକୁ ମାଡ଼ ମାରିବା ସହ ବିରକ୍ତ କରାଉଛନ୍ତି। ହାତୀ ମଧ୍ୟ ଯୁବକଙ୍କୁ ଗୋଡ଼ାଉଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ହାତୀ ସୁରକ୍ଷା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ବନ ବିଭାଗ ଭିଡିଓର […] The post ହାତୀଙ୍କୁ ଘେରିଯାଇ ଆକ୍ରମଣ: ଭିଡିଓ ଭାଇରାଲ appeared first on Dharitri Odia News.

ହାତୀଙ୍କୁ ଘେରିଯାଇ ଆକ୍ରମଣ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୮।୩: ସୋସିଆଲ ମଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ। ଭିଡ଼ିଓରେ କିଛି ଯୁବକ ଜଙ୍ଗଲରେ ଏକ ହାତୀଙ୍କୁ ଘେରିଯାଇ ଆକ୍ରମଣ କରୁଛନ୍ତି। ଏପରିକି ଯୁବକମାନେ ହାତରେ ବାଡି ଧରି ହାତୀକୁ ମାଡ଼ ମାରିବା ସହ ବିରକ୍ତ କରାଉଛନ୍ତି। ହାତୀ ମଧ୍ୟ ଯୁବକଙ୍କୁ ଗୋଡ଼ାଉଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

ହାତୀ ସୁରକ୍ଷା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ବନ ବିଭାଗ ଭିଡିଓର ତଦନ୍ତ କରି ତରୁନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣାରେ ଦାବି ହୋଇଛି।

The post ହାତୀଙ୍କୁ ଘେରିଯାଇ ଆକ୍ରମଣ: ଭିଡିଓ ଭାଇରାଲ appeared first on Dharitri Odia News.