ହାତୀପଲଙ୍କୁ ଘଉଡାଇବା ସମୟରେ ଅଘଟଣ, ମାଡ଼ିଗଲା ମାଲବାହୀ ଟ୍ରେନ୍
ରାଉରକେଲା: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ। ବନ୍ଧମୁଣ୍ଡା ଆର କ୍ୟାବିନ ନିକଟରେ ଟ୍ରେନ ଧକ୍କା ଦେଇଥିଲା। ହାତୀ ଗୋଠରେ 23 ହାତୀ ଥିଲେ।ତେବେ ହାତୀଙ୍କୁ ଘଉଡାଇବା ସମୟରେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଜଣେ ହାତୀର ମୃତ୍ୟୁ ହୋଇଛି।