ହାରିବା ଭୟରେ ରକ୍ତମୁଖା ହେଉଛି କି ଶାସକ ବିଜେଡି ? 

ଟାର୍ଗେଟରେ ବିଜେପି ନେତା ଓ କର୍ମୀ। ନିର୍ବାଚନୀ ହିଂସା ଭିଆଇ ଆକ୍ରମଣ କରାଯାଉଛି ଜଣଙ୍କ ପରେ ଜଣଙ୍କୁ। ଅଧିକାଂଶ ଆକ୍ରମଣ ପଛରେ ରହିଛି ବିଜେଡି ଲିଙ୍କ୍। ଗତକାଲି ଚାନ୍ଦବାଲିରେ ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଦାୟୀ କରିଛନ୍ତି ନିଜେ ସୁବାସ।