ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଫଣ୍ଡିଂ ରୋକିବାକୁ ଟ୍ରମ୍ପ ପ୍ରଶାସନର ଧମକ
ନୂଆଦିଲ୍ଲୀ: ସୋମବାର ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏହାର ଯିହୁଦୀ ଏବଂ ଇସ୍ରାଏଲୀ ଛାତ୍ରଙ୍କ ନାଗରିକ ଅଧିକାର ଉଲ୍ଲଂଘନ କରିଛି। ଏଥିପାଇଁ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡର ଫେଡେରାଲ୍ ପାଣ୍ଠି ବନ୍ଦ କରିବାକୁ ଧମକ ଦେଇଛି। ଟ୍ରମ୍ପ ସରକାର ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଯଥାଶୀଘ୍ର ଏହି ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇହୁଦୀ ଛାତ୍ରଛାତ୍ରୀଙ୍କର ବହୁମତ କ୍ୟାମ୍ପସରେ ପକ୍ଷପାତିତା ଓ ଭେଦଭାବର ସାମ୍ନା କରିବା କଥା କହିଥାଏ , ଯାହାକି ପ୍ରତି ଚାରି […] The post ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଫଣ୍ଡିଂ ରୋକିବାକୁ ଟ୍ରମ୍ପ ପ୍ରଶାସନର ଧମକ appeared first on Odisha.News.
ନୂଆଦିଲ୍ଲୀ: ସୋମବାର ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏହାର ଯିହୁଦୀ ଏବଂ ଇସ୍ରାଏଲୀ ଛାତ୍ରଙ୍କ ନାଗରିକ ଅଧିକାର ଉଲ୍ଲଂଘନ କରିଛି। ଏଥିପାଇଁ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡର ଫେଡେରାଲ୍ ପାଣ୍ଠି ବନ୍ଦ କରିବାକୁ ଧମକ ଦେଇଛି।
ଟ୍ରମ୍ପ ସରକାର ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଯଥାଶୀଘ୍ର ଏହି ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇହୁଦୀ ଛାତ୍ରଛାତ୍ରୀଙ୍କର ବହୁମତ କ୍ୟାମ୍ପସରେ ପକ୍ଷପାତିତା ଓ ଭେଦଭାବର ସାମ୍ନା କରିବା କଥା କହିଥାଏ , ଯାହାକି ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଛାତ୍ର ନିଜକୁ ଶାରୀରିକ ଭାବେ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ଆମେରିକୀୟ ସରକାର ପକ୍ଷରୁ ପଠାଯାଇଥିବା ଚିଠିରେ କୁହାଯାଇଛି।
The post ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଫଣ୍ଡିଂ ରୋକିବାକୁ ଟ୍ରମ୍ପ ପ୍ରଶାସନର ଧମକ appeared first on Odisha.News.