ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ
ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି। ଫଳରେ ବୌଦ୍ଧ-ହରଭଙ୍ଗା ରାସ୍ତାର ଜଗନ୍ନାଥ ସଡ଼କ ଉପରେ ବନ୍ୟା ପାଣି ଚାଲୁଛି। ଏନେଇ ହରଭଙ୍ଗା ବ୍ଲକର ତଲିଆ ଅଞ୍ଚଳରେ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ହେଲେ ଜିଲା ପ୍ରଶାସନ ସଜାଗ ରହିଛି। ଏପରିକି ଓଡ୍ରାପ ଏବଂ […] The post ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ appeared first on Dharitri Odia News.
ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି। ଫଳରେ ବୌଦ୍ଧ-ହରଭଙ୍ଗା ରାସ୍ତାର ଜଗନ୍ନାଥ ସଡ଼କ ଉପରେ ବନ୍ୟା ପାଣି ଚାଲୁଛି। ଏନେଇ ହରଭଙ୍ଗା ବ୍ଲକର ତଲିଆ ଅଞ୍ଚଳରେ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ହେଲେ ଜିଲା ପ୍ରଶାସନ ସଜାଗ ରହିଛି। ଏପରିକି ଓଡ୍ରାପ ଏବଂ ଅଗ୍ନିଶମବାହିନୀଙ୍କୁ ମୃତୟନ କରାଯାଇଛି।
The post ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ appeared first on Dharitri Odia News.