ହୃଦୟ ବିଦାରକ: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍
କେନ୍ଦୁଝର: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ। ମୃତକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ। ସୂଚନା ଅନୁଯାୟୀ, ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ । ଆଉ ଏଥିରେ ରଘୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେପଟେ ରଘୁଙ୍କର ମୃତ୍ୟୁକୁ ନେଇ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଉତ୍ୟକ୍ତ ଲୋକଙ୍କ ସହ ପୋଲିସର ଆଲୋଚନା ଜାରି ରଖିଛି। You Can Also Read: ଆଇନ ମନ୍ତ୍ରୀଙ୍କ ଗାଡି ଧକ୍କାରେ ୪ ବର୍ଷର ଶିଶୁ ଗୁରୁତର, ଚାଲିଛି ଚିକିତ୍ସା The post ହୃଦୟ ବିଦାରକ: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍ appeared first on Prameya News7.
କେନ୍ଦୁଝର: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ। ମୃତକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ।
ସୂଚନା ଅନୁଯାୟୀ, ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ । ଆଉ ଏଥିରେ ରଘୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସେପଟେ ରଘୁଙ୍କର ମୃତ୍ୟୁକୁ ନେଇ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଉତ୍ୟକ୍ତ ଲୋକଙ୍କ ସହ ପୋଲିସର ଆଲୋଚନା ଜାରି ରଖିଛି।
You Can Also Read: ଆଇନ ମନ୍ତ୍ରୀଙ୍କ ଗାଡି ଧକ୍କାରେ ୪ ବର୍ଷର ଶିଶୁ ଗୁରୁତର, ଚାଲିଛି ଚିକିତ୍ସା
The post ହୃଦୟ ବିଦାରକ: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍ appeared first on Prameya News7.