ହେ ଭଗବାନ୍...ସବୁ ସାରିଦେଲେ ମଦୁଆ ପୋଲିସ୍ ବାବୁ । ଭାଙ୍ଗିଦେଲେ ଦୋକାନ । ଗାଡି ନେଇ ପଶେଇଦେଲେ ଘରେ
ନିଶାସକ୍ତ ସିପାହୀ ରିଜର୍ଭ ପୋଲିସରେ କାର୍ଯ୍ୟରତ, ତାଙ୍କ ନାମ ହେଇଛି ଈଶ୍ୱର ଚଂଦ୍ର ତରାଇ l ସିପାହୀଙ୍କୁ ଏବଂ ତାଙ୍କ ସହିତ ଅନ୍ୟ ଜଣଙ୍କୁ ସାହି ଲୋକ କାବୁ କରି ରଖିଥିବାବେଳେ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି l Odisha Bhask
ନିଶାସକ୍ତ ସିପାହୀ ରିଜର୍ଭ ପୋଲିସରେ କାର୍ଯ୍ୟରତ, ତାଙ୍କ ନାମ ହେଇଛି ଈଶ୍ୱର ଚଂଦ୍ର ତରାଇ l ସିପାହୀଙ୍କୁ ଏବଂ ତାଙ୍କ ସହିତ ଅନ୍ୟ ଜଣଙ୍କୁ ସାହି ଲୋକ କାବୁ କରି ରଖିଥିବାବେଳେ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି l
Odisha Bhask