ହୋଇଥାନ୍ତା ଚଉଠି, ଥାନାରେ କଟିଲା ରାତି

ଚାଲିଥିଲା ଚତୁର୍ଥୀ ପାଇଁ ଆୟୋଜନ । ରିସେପ୍ସନ ଷ୍ଟେଜକୁ ଧସେଇ ପଶିଲା ପୋଲିସ୍‌ । ଲାଜରେ ଥିଲା କନ୍ୟା, ପ୍ରେମିକା କଲା ହଙ୍ଗାମା । ବିଚରା ଥାନାରେ କାଟିଲା ବରର ରାତି । ଏ ତୁମୂଳକାଣ୍ଡ ଏ ପାଟିତୁଣ୍ଡ ଖଦ୍‌ ରାଜଧାନୀ ଭୁବନେଶ୍ବରର ।

ହୋଇଥାନ୍ତା ଚଉଠି, ଥାନାରେ କଟିଲା ରାତି
Array