ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ମ୍ୟାଜିକ୍‌ ନମ୍ବରଠାରୁ ବହୁ ଦୂରରେ ରହିଛି। ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନ ହୋଇପାରେ ବୋଲି କୁହାଯାଇଛି। ତେଣୁ ଭାଜପାକୁ ସହଯୋଗୀ ଦଳଙ୍କର ଆବଶ୍ୟକ ରହିଛି। ଏଭଳି ପରିସ୍ଥିତିରେ ଇଣ୍ଡିଆ ଭଲ ସ୍ଥିତିରେ ରହିଛି। ଅନ୍ୟପଟେ, ବରିଷ୍ଠ ନେତା ଶରଦ ପାୱାର ଭାଜପାର ଦୁଇ ସହଯୋଗୀ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ସହ ଯୋଗାଯୋଗ […] The post ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର appeared first on Dharitri Odia News.

ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ମ୍ୟାଜିକ୍‌ ନମ୍ବରଠାରୁ ବହୁ ଦୂରରେ ରହିଛି। ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନ ହୋଇପାରେ ବୋଲି କୁହାଯାଇଛି। ତେଣୁ ଭାଜପାକୁ ସହଯୋଗୀ ଦଳଙ୍କର ଆବଶ୍ୟକ ରହିଛି। ଏଭଳି ପରିସ୍ଥିତିରେ ଇଣ୍ଡିଆ ଭଲ ସ୍ଥିତିରେ ରହିଛି।

ଅନ୍ୟପଟେ, ବରିଷ୍ଠ ନେତା ଶରଦ ପାୱାର ଭାଜପାର ଦୁଇ ସହଯୋଗୀ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ଉଭୟଙ୍କୁ ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଆଣିବାକୁ ପ୍ରୟାସ ଆରମ୍ଭ କରି ଦେଇଥିବା ଜଣାପଡିଛି।

 

The post ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର appeared first on Dharitri Odia News.