ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଶାରୀରିକ ପରୀକ୍ଷା ବେଳେ ଅଘଟଣ ଦେବଗଡ଼ରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ଅଘଟଣ। ରିଜର୍ଭ ପୋଲିସ ପଡିଆରେ ଦୌଡ଼ିବା ବେଳେ ଅଚେତ ହୋଇପଡ଼ିଲେ ପରୀକ୍ଷାର୍ଥୀ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ।

ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
Array