ହୋମଗାର୍ଡଙ୍କୁ ଅଭିନେତ୍ରୀଙ୍କ ଆକ୍ରମଣ
ରାସ୍ତା ମଝିରେ ଇଏ ସେଇ ତେଲୁଗୁ ସୁନ୍ଦରୀ । ଯିଏ ପୁଲିସ ସହ ଯୁକ୍ତି କରୁଛନ୍ତି । ଏମିତିକି ଠେଲାପେଲା ବି କରିଛନ୍ତି । କାରଣ ଏତିକି, ସେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । ଆଉ ଏ ପୁଲିସ ଭାଇ ଜଣକ ତାଙ୍କ ଭୁଲ୍ ଧରିଥିଲେ ।