ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତ ଦଣ୍ଡପଦରର କର୍ଣ୍ଣାଟପୁରରେ ଥିବା ଗୁଇବନ୍ଧା ଡ୍ୟାମ କୁ ନୁଆସାହିର ତିନି ଚାରିଜଣ ସାଙ୍ଗ ମିଶି ହୋଲି ଖେଳିବା ପରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ। ପାଣିରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛି। ଯୁବକ ଜଣକ ହେଲେ ନୂଆସାହି ର ମଧୁସୁଦନ ବିଷୋୟୀ (୨୮) ବୋଲି ଜଣାପଡ଼ିଛି । ଖବର […] The post ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ appeared first on Odisha.News.

ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତ ଦଣ୍ଡପଦରର କର୍ଣ୍ଣାଟପୁରରେ ଥିବା ଗୁଇବନ୍ଧା ଡ୍ୟାମ କୁ ନୁଆସାହିର ତିନି ଚାରିଜଣ ସାଙ୍ଗ ମିଶି ହୋଲି ଖେଳିବା ପରେ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ। ପାଣିରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛି। ଯୁବକ ଜଣକ ହେଲେ ନୂଆସାହି ର ମଧୁସୁଦନ ବିଷୋୟୀ (୨୮) ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଘାଇରେ ଖୋଜା ଖୋଜି ଜାରୀ ରଖିଥିବା ବେଳେ ଶହ ଶହ ଲୋକ ଙ୍କ ଭିଡ ଦେଖିବାକୁ ମିଳିଛି। ଏତେ ସତର୍କତା ସତ୍ତ୍ୱେ ଏ ଭଳି ଅଘଟଣ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

The post ହୋଲି ଖେଳି ଗାଧେଇବା ପାଇଁ ଆସିଥିବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ appeared first on Odisha.News.