ହୋଲିରେ ଗଡେଇ ଦେଲେ ମୁ ଣ୍ଡ, ରଙ୍ଗ ଖେଳ ମଝିରୁ ଘରୁ ଯୁବକଙ୍କୁ ଡାକି ନେଇ ଠିଆ ଠିଆ ହା ଣିଦେଲେ
ହୋଲିରେ ସମ୍ବଲପୁରରେ ଗଡ଼ିଲା ମୁଣ୍ଡ | ହୋଲି ଖେଳ ମଝିରେ ଘରୁ ଡାକି ନେଇ ଯୁବକଙ୍କୁ ଠିଆ ଠିଆ ହାଣି ଦେଲେ | ଆଉ ସେଇଠି କଲବଲ ହେଇ ଯୁବକ ଜଣକ ମରୁଥିବା ବେଳେ ଦୁର୍ବୁତ୍ତ ମାନେ ଜଗି ରହିଥିଲେ | ଯୁବକ ଜଣକ ରକ୍ତ ଜୁଡୁବୁଡୁ ହେଇ ମରିଯିବା ପରେ ହିଁ