ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।

ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ

ପ୍ରତିବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ-ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଆଶାୟୀ ପ୍ରାର୍ଥୀ ହୋଲିକୁ ନିଜ ଶକ୍ତି ପ୍ରଦର୍ଶନର ମାଧ୍ୟମ କରିଛନ୍ତି। ସେପଟେ ରଙ୍ଗର ପର୍ବରେ ବି ବିଜେଡି ବିଦ୍ରୋହୀଙ୍କ ମେଳି ଦେଖିବାକୁ ମିଳିଛି