ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮ ଜଣିଆ ଦଳ ଭାଗ ନେବ। ସେମାନେ ହେଲେ ରୁଦ୍ରପ୍ରତାପ ରାଉତ, ମହମ୍ମଦ ଓସମାନ, ସାଗର ଦାସ, ଉତ୍ତମ ଜନ୍‌, ସରୋଜ କୁମାର ନାୟକ, ଜ୍ୟୋତି ରଞ୍ଜନ ଲେଙ୍କା, ସଞ୍ଜୟ କୁମାର ମୁଦୁଲି, ଅଞ୍ଜନ ମହାନ୍ତି, ସାନ୍ତନୁ ବିଶ୍ୱାଳ, ଦ୍ୱିପେନ୍ଦ୍ର ସ୍ବାଇଁ, ଗୋଲଖନାଥ ଦାସ, ମଣିରତ୍ନମ ଦାସ ମହାପାତ୍ର, କାମଦେବ କାଦ୍ରାକା, […] The post ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା appeared first on Dharitri Odia News.

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮ ଜଣିଆ ଦଳ ଭାଗ ନେବ।

ସେମାନେ ହେଲେ ରୁଦ୍ରପ୍ରତାପ ରାଉତ, ମହମ୍ମଦ ଓସମାନ, ସାଗର ଦାସ, ଉତ୍ତମ ଜନ୍‌, ସରୋଜ କୁମାର ନାୟକ, ଜ୍ୟୋତି ରଞ୍ଜନ ଲେଙ୍କା, ସଞ୍ଜୟ କୁମାର ମୁଦୁଲି, ଅଞ୍ଜନ ମହାନ୍ତି, ସାନ୍ତନୁ ବିଶ୍ୱାଳ, ଦ୍ୱିପେନ୍ଦ୍ର ସ୍ବାଇଁ, ଗୋଲଖନାଥ ଦାସ, ମଣିରତ୍ନମ ଦାସ ମହାପାତ୍ର, କାମଦେବ କାଦ୍ରାକା, ସୁମନ କୁସନ, ଗମାଇ ହୋ, ଖିତିଶ ଚନ୍ଦ୍ର ଖଟେଇ, ବିଶ୍ୱନାଥ କୋନହାର ଓ ନିହାର ରଞ୍ଜନ ସେଣ୍ଡ। ଦଳ ସହିତ ପ୍ରଶିକ୍ଷକ ଭାବେ ପ୍ରଭାତ କୁମାର ଦଳାଇ ଓ ପ୍ରବନ୍ଧକ ଭାବେ ଶଶିକାନ୍ତ ସ୍ବାଇଁ ଗସ୍ତ କରିଛନ୍ତି।

The post ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା appeared first on Dharitri Odia News.