ୟୁଟ୍ୟୁବରୁ ଓଏଏସ ସଫଳତା, ବିନା କୋଚିଂରେ ଓଏଏସ ପାଇଲେ ସବ୍ନମଶ୍ରୀ

ସୁବର୍ଣ୍ଣପୁର : ଓଡିଶା ପ୍ରଶାସନିକ ସେବାରେ ସଫଳତା । ସେଇଟାବି ବିନା କୋଚିଂରେ । ୟୁଟୁ୍ୟବ ବନାଇଲା ଓଏଏସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ଚମ୍ପାମାଳ ଗାଁର ସବ୍ନମଶ୍ରୀ ମେହେରଙ୍କୁ ଏବେ ମିଳିଛି ଏହି ସଫଳତା । ସବନମ ବିନା କୋଚିଂରେ ୟୁଟ୍ୟୁବ ଏବଂ ଘରେ ନିଜେ ନିଜେ ପଢି ପାଇଛନ୍ତି ସଫଳତା । ଗତକାଲି ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସବନମଶ୍ରୀ 449 ନମ୍ୱର ରେଙ୍କରେ ରହିବା ସହ ଅଂଚଳ ପାଇଁ ଗୌରବ […] The post ୟୁଟ୍ୟୁବରୁ ଓଏଏସ ସଫଳତା, ବିନା କୋଚିଂରେ ଓଏଏସ ପାଇଲେ ସବ୍ନମଶ୍ରୀ appeared first on KNews Odisha.

ୟୁଟ୍ୟୁବରୁ ଓଏଏସ ସଫଳତା, ବିନା କୋଚିଂରେ ଓଏଏସ ପାଇଲେ ସବ୍ନମଶ୍ରୀ
youtube oas

ସୁବର୍ଣ୍ଣପୁର : ଓଡିଶା ପ୍ରଶାସନିକ ସେବାରେ ସଫଳତା । ସେଇଟାବି ବିନା କୋଚିଂରେ । ୟୁଟୁ୍ୟବ ବନାଇଲା ଓଏଏସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ଚମ୍ପାମାଳ ଗାଁର ସବ୍ନମଶ୍ରୀ ମେହେରଙ୍କୁ ଏବେ ମିଳିଛି ଏହି ସଫଳତା । ସବନମ ବିନା କୋଚିଂରେ ୟୁଟ୍ୟୁବ ଏବଂ ଘରେ ନିଜେ ନିଜେ ପଢି ପାଇଛନ୍ତି ସଫଳତା ।

ଗତକାଲି ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସବନମଶ୍ରୀ 449 ନମ୍ୱର ରେଙ୍କରେ ରହିବା ସହ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ଦିନେ ଡାକ୍ତର ହେବା ସ୍ଵପ୍ନ ଦେଖିଥିବା ସବନମଶ୍ରୀ ବିଫଳ ହୋଇଥିଲେବି କିନ୍ତୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ଵତୀୟ ଥର ସଫଳତା ପାଇଥିଲେ । ଯାହାକୁ ନେଇ ଏବେ ପୁରା ପରିବାରରେ ଖୁସିର ମାହୋଲ ।

The post ୟୁଟ୍ୟୁବରୁ ଓଏଏସ ସଫଳତା, ବିନା କୋଚିଂରେ ଓଏଏସ ପାଇଲେ ସବ୍ନମଶ୍ରୀ appeared first on KNews Odisha.