ୟୁପି, ରାଜସ୍ଥାନର ଫଳାଫଳକୁ ନେଇ ଖାର୍ଗେ କଲେ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୩୧।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଲୋକମାନେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବେ। ଲୋକ ସଭା ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ୬ଟି ପର୍ଯ୍ୟାୟ ଭୋଟରୁ ଜଣାପଡ଼ୁଛି ଯେ ବିରୋଧୀ ଦଳ ଇଣ୍ଡିଆ ସରକାର ଗଠନ କରିବ। ଖାର୍ଗେ ଦାବି କରି ତେଲଙ୍ଗାନା, କର୍ନାଟକ, ତାମିଲନାଡୁ ଏବଂ କେରଳରେ କଂଗ୍ରେସର ଆସନ ବୃଦ୍ଧି ପାଇବ। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଆମର ଆସନ ବୃଦ୍ଧି ପାଇବ। ଆମର […] The post ୟୁପି, ରାଜସ୍ଥାନର ଫଳାଫଳକୁ ନେଇ ଖାର୍ଗେ କଲେ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଲୋକମାନେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବେ। ଲୋକ ସଭା ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ୬ଟି ପର୍ଯ୍ୟାୟ ଭୋଟରୁ ଜଣାପଡ଼ୁଛି ଯେ ବିରୋଧୀ ଦଳ ଇଣ୍ଡିଆ ସରକାର ଗଠନ କରିବ।
ଖାର୍ଗେ ଦାବି କରି ତେଲଙ୍ଗାନା, କର୍ନାଟକ, ତାମିଲନାଡୁ ଏବଂ କେରଳରେ କଂଗ୍ରେସର ଆସନ ବୃଦ୍ଧି ପାଇବ। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଆମର ଆସନ ବୃଦ୍ଧି ପାଇବ। ଆମର ସହଯୋଗୀ ଦଳ ୟୁପିରେ ଠିକ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ମୋର ପ୍ରଶ୍ନ ହେଉଛି କେଉଁ ଆଧାରରେ ଭାଜପା ୪୦୦ ଆସନ ଜିତିବାର ସ୍ଲୋଗାନ ଉଠାଉଛି?
The post ୟୁପି, ରାଜସ୍ଥାନର ଫଳାଫଳକୁ ନେଇ ଖାର୍ଗେ କଲେ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.