ୟୁପିଆଇରେ ଲାଗିବନି ଜିଏସଟି, ସ୍ପଷ୍ଟୀକରଣ ରଖିଲା ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ୨ହଜାର ଟଙ୍କାରୁ ଅଧିକ ୟୁପିଆଇ ପ୍ରଦାନ ଉପରେ ଜିଏସଟି ଲାଗିବ ନାହିଁ ବୋଲି ଭାରତୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ୟୁପିଆଇ ପ୍ରଦାନରେ ଜିଏସଟି ଖବରକୁ ମିଥ୍ୟା ବୋଲି ଅର୍ଥ ମନ୍ତ୍ରାଳୟ କହିବା ସହିତ ଡିିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବାରେ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସ୍ପଷ୍ଟୀକରଣ ରଖାଯାଇଛି।