ୟୁପିଏସସି ପରୀକ୍ଷା ନ ଦେଇ ବି IPS

ଇଏ IPS ଅନୀଲ କୁମାର ରାଏ। ନା ସେ ୟୁପିଏସସି ପରୀକ୍ଷା ଦେଇଛନ୍ତି ନା ସେ ଆଇପିଏସ୍ ପାଇଛନ୍ତି। କିନ୍ତୁ ତଥାପି ସେ ଆଇପିଏସ୍ ଅଫିସର୍। ପିଲା ଦିନେ ପାଠପଢ଼ାରେ ଟିକିଏ ବି ମନ ନଥିଲା। ଫିଲ୍ମ ହଲ୍‌ରେ ଦିନ କଟୁଥିଲା। ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍‌ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଏ କେମିତି ହେଲେ ଆଇପିଏସ୍ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଆସନ୍ତୁ ଜାଣିବା ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଅନିଲ ରାଏଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ।