୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ ଫେସବୁକ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା । ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଲଗଇନ ହେଉନଥିଲା। ତେବେ ମେଟା ସର୍ଭର ଡାଉନ ଥିବାରୁ […]

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ ଫେସବୁକ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା । ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଲଗଇନ ହେଉନଥିଲା। ତେବେ ମେଟା ସର୍ଭର ଡାଉନ ଥିବାରୁ ଏହି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଏନେଇ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।