୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି
ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାରାଣସୀରେ ମୁସଲମାନ ପ୍ରାର୍ଥୀଙ୍କୁ ଏକ ସୁଯୋଗ ଦିଆଯାଇଛି। ଏହା ବ୍ୟତୀତ ବିଏସପି ଧନଞ୍ଜୟ ସିଂଙ୍କ ପତ୍ନୀ ଶ୍ରୀକାଳା ସିଂଙ୍କୁ ଜୈନପୁରରୁ ପ୍ରାର୍ଥୀ କରିଛି। ବିଏସପି ବର୍ତ୍ତମାନ ଶିବ ପ୍ରସାଦ ଯାଦବଙ୍କୁ ମେନପୁରୀରେ ପ୍ରାର୍ଥୀ କରିଛି। ବଦାଁଉରେ ମୁସଲିମ ଖାନ, ବରେଲିରେ ଛୋଟେ ଲାଲ ଗାଙ୍ଗୱାର, ସୁଲତାନପୁରର ଉଦରାଜ […] The post ୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି appeared first on Dharitri Odia News.
ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାରାଣସୀରେ ମୁସଲମାନ ପ୍ରାର୍ଥୀଙ୍କୁ ଏକ ସୁଯୋଗ ଦିଆଯାଇଛି। ଏହା ବ୍ୟତୀତ ବିଏସପି ଧନଞ୍ଜୟ ସିଂଙ୍କ ପତ୍ନୀ ଶ୍ରୀକାଳା ସିଂଙ୍କୁ ଜୈନପୁରରୁ ପ୍ରାର୍ଥୀ କରିଛି।
ବିଏସପି ବର୍ତ୍ତମାନ ଶିବ ପ୍ରସାଦ ଯାଦବଙ୍କୁ ମେନପୁରୀରେ ପ୍ରାର୍ଥୀ କରିଛି। ବଦାଁଉରେ ମୁସଲିମ ଖାନ, ବରେଲିରେ ଛୋଟେ ଲାଲ ଗାଙ୍ଗୱାର, ସୁଲତାନପୁରର ଉଦରାଜ ବର୍ମା, ଫାରୁଖାବାଦର କ୍ରାନ୍ତି ପାଣ୍ଡେ, ବାନ୍ଦାରେ ମୟଙ୍କ ଦ୍ୱିବେଦୀ, ଡୁମାରିୟାଗଞ୍ଜର ଖ୍ବାଜା ସାମସୁଦ୍ଦିନ, ବାଲିଆରେ ଲଲନ ସିଂ ଯାଦବ ଏବଂ ଗାଜିପୁରରୁ ଉମେଶ କୁମାର ସିଂଙ୍କୁ ପ୍ରାର୍ଥୀ କରାଯାଇଛି।
The post ୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି appeared first on Dharitri Odia News.