୧୩ ତାରିଖରେ କଟକରେ ନାରୀ ଶକ୍ତି ମେଳା

ଆସନ୍ତା ୧୩ ତାରିଖରେ କଟକରେ ନାରୀ ଶକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାସ୍ତରୀୟ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିବେ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ତଳ ବାଲିଯାତ୍ରା ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ ! 

୧୩ ତାରିଖରେ କଟକରେ ନାରୀ ଶକ୍ତି ମେଳା
Array