୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି
ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବିଷୟରେ ଅନେକ ଆଲୋଚନା ହେଉଛି। ନିକୋଲାସ ମ୍ୟାନିଂ ନାମକ ଜଣେ ବ୍ୟକ୍ତି ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବ୍ୟକ୍ତିଙ୍କ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବ୍ୟକ୍ତି ଜଣକ ଗୋଟିଏ ପରେ ଗୋଟିଏ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧୁଛନ୍ତି। […] The post ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି appeared first on Dharitri Odia News.
ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବିଷୟରେ ଅନେକ ଆଲୋଚନା ହେଉଛି। ନିକୋଲାସ ମ୍ୟାନିଂ ନାମକ ଜଣେ ବ୍ୟକ୍ତି ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବ୍ୟକ୍ତିଙ୍କ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବ୍ୟକ୍ତି ଜଣକ ଗୋଟିଏ ପରେ ଗୋଟିଏ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧୁଛନ୍ତି। ଏହାକୁ ପିନ୍ଧିବା ପାଇଁ ତାଙ୍କୁ ୧୩.୩ ସେକେଣ୍ଡ ଲାଗେ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଗିନିଜ ୱାଲର୍ଡ ରେକର୍ଡର ହ୍ୟାଣ୍ଡେଲରେ ଶେୟାର କରାଯାଇଛି।
The post ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି appeared first on Dharitri Odia News.