୧୭ ବର୍ଷ ପରେ ଧରା ପଡିଲେ ଫେରାର ଓଏଏସ, ନାମରେ ରହିଛି ୧୨ ଟି ଭିଜିଲାନ୍ସ ମାମଲା
୧୭ ବର୍ଷ ପରେ ଧରା ପଡିଲେ ଫେରାର ଓଏଏସ। ଦୁର୍ନୀତି କରି ୨୦୦୮ ରୁ ଭିଜିଲାନ୍ସ ମାମଲାରେ ଫେରାର ଥିଲେ। ଲୋୟର ସୁକତେଲ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ବିନୟ କୁମାର ଗଡ଼ନାୟକ। ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଧରିଲା ଭିଜିଲାନ୍ସ ଟିମ। ତାଙ୍କ ନାମରେ ୧୨ ଟି ଭିଜିଲାନ୍ସ ମାମଲା ରହିଛି। ସରକାରୀ ଅର୍ଥ ତୋଷରପାତ ଅଭିଯୋଗ ରହିଥିବା ଜଣାଯାଇଛି। The post ୧୭ ବର୍ଷ ପରେ ଧରା ପଡିଲେ ଫେରାର ଓଏଏସ, ନାମରେ ରହିଛି ୧୨ ଟି ଭିଜିଲାନ୍ସ ମାମଲା appeared first on KNews Odisha.

୧୭ ବର୍ଷ ପରେ ଧରା ପଡିଲେ ଫେରାର ଓଏଏସ। ଦୁର୍ନୀତି କରି ୨୦୦୮ ରୁ ଭିଜିଲାନ୍ସ ମାମଲାରେ ଫେରାର ଥିଲେ। ଲୋୟର ସୁକତେଲ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ବିନୟ କୁମାର ଗଡ଼ନାୟକ। ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଧରିଲା ଭିଜିଲାନ୍ସ ଟିମ। ତାଙ୍କ ନାମରେ ୧୨ ଟି ଭିଜିଲାନ୍ସ ମାମଲା ରହିଛି। ସରକାରୀ ଅର୍ଥ ତୋଷରପାତ ଅଭିଯୋଗ ରହିଥିବା ଜଣାଯାଇଛି।
The post ୧୭ ବର୍ଷ ପରେ ଧରା ପଡିଲେ ଫେରାର ଓଏଏସ, ନାମରେ ରହିଛି ୧୨ ଟି ଭିଜିଲାନ୍ସ ମାମଲା appeared first on KNews Odisha.