୨ ଦିନ ହାଇକୋର୍ଟ ଛୁଟି
କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଯଥାକ୍ରମେ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବା ଜଣାଯାଇଛି। The post ୨ ଦିନ ହାଇକୋର୍ଟ ଛୁଟି appeared first on Dharitri Odia News.
କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଯଥାକ୍ରମେ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବା ଜଣାଯାଇଛି।
The post ୨ ଦିନ ହାଇକୋର୍ଟ ଛୁଟି appeared first on Dharitri Odia News.