୨ବର୍ଷ ଝିଅର ରେକର୍ଡ

ବିସ୍ମୟକର ବାଳିକା ଦିବ୍ୟାଂଶୀ ରଣା। ନାଁ ଯେପରି ତା କରମତି ମଧ୍ୟ ସେପରି। କାରଣ ମାତ୍ର ଦୁଇ ବର୍ଷ ତିନି ମାସର ବୟସରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏତେ କମ ବୟସରେ ମଧ୍ୟ ଜାତୀୟ ସଙ୍ଗୀତ, ବିଭିନ୍ନ ମନ୍ତ୍ର ଓ ସାଧାରଣ ଜ୍ଞାନ ତା ଜିଭ ଅଗରେ ରହିଛି ।