୨୦ ବର୍ଷ ଧରି ହେଉଛି ଅଦିନିଆ ରଥଯାତ୍ରା!

ଏ ପ୍ରସଙ୍ଗରେ ବିରୋଧୀ କେବଳ ଗୁଜବ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଦିଲ୍ଲୀରେ ଆଗକୁ ଏଭଳି ନକରିବାକୁ ସେମାନଙ୍କୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

୨୦ ବର୍ଷ ଧରି ହେଉଛି ଅଦିନିଆ ରଥଯାତ୍ରା!
Array