୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ ସମାନ ଅବଧି ମଧ୍ୟରେ ୭.୫୧ କୋଟି ଆଇଟିଆର ଦାଖଲ କରିଥିଲେ। ସିବିଡିଟି ପକ୍ଷରୁ ସୋମବାର ଜାରି କରାଯାଇଥିବା ବୟାନରେ ୨୦୨୨-୨୩ ଲାଗି ଦାଖଲ କରାଯାଇଥିବା ମୋଟ ଆଇଟିଆର୍‌ରୁ ଏହା ୯% ଅଧିକ ବୋଲି କୁହାଯାଇଛି। Record […] The post ୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ appeared first on Dharitri Odia News.

୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ ସମାନ ଅବଧି ମଧ୍ୟରେ ୭.୫୧ କୋଟି ଆଇଟିଆର ଦାଖଲ କରିଥିଲେ। ସିବିଡିଟି ପକ୍ଷରୁ ସୋମବାର ଜାରି କରାଯାଇଥିବା ବୟାନରେ ୨୦୨୨-୨୩ ଲାଗି ଦାଖଲ କରାଯାଇଥିବା ମୋଟ ଆଇଟିଆର୍‌ରୁ ଏହା ୯% ଅଧିକ ବୋଲି କୁହାଯାଇଛି।