୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆଉ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ପୂର୍ବରୁ ୧୧୨ଟି ବିଧାନସଭା ଆସନ ପାଇଁ... The post ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି appeared first on .

୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆଉ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ପୂର୍ବରୁ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଯେଉଁଥିରେ ୪୯ ଜଣ ନୂଆ ମୁହଁ ଥିବାବେଳେ ୬୩ ଜଣଙ୍କ ଉପରେ ପୁଣି ଭରସା କରିଥିଲା ଦଳ। ଏବେ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ନଜର ପକାନ୍ତୁ କିଏ କେଉଁଠୁ ପ୍ରାର୍ଥୀ ହୋଇଛନ୍ତି-

ରାଉରକେଲା-ଦିଲ୍ଲୀପ ରାୟ, ପାଟଣା- ଅଖିଳ ଚନ୍ଦ୍ର ନାଏକ, ସାରସକଣା- ଭାଦବ ହାଂସଦା, ରାଇରଙ୍ଗପୁର- ଜୋଲେନ ବାରଦା, ଲକ୍ଷ୍ମୀପୁର- କୈଳାଶ କୁଲେସିକା, ବାଙ୍ଗିରିପୋଷୀ- ସଞ୍ଜଳି ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବୃ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାସ, କାକଟପୁର- ବାଇଧର ମଲ୍ଲିକ, ରଣପୁର-ଶ୍ରୀମତି ସୁରମା ପାଢୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମ କଟକ- ଜଗନ୍ନାଥ ନୁଦୃକା, ରାୟଗଡ଼ା- ବସନ୍ତ କୁମାର ଉଲାକା, ଚିତ୍ରକୋଣ୍ଡା- ଡମ୍ବରୁ ସୀସା, କୋଟପଡା- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦୀବାଲୀ ।

The post ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି appeared first on .