୨୫ଟି ପ୍ରକଳ୍ପକୁ ମିଳିଲା ସିଙ୍ଗଲ୍ ୱିଣ୍ଡୋ ମଜୁରୀ
ଭୁବନେଶ୍ୱର:ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।୪ ହଜାର ୨୨୨ କୋଟିର ପୁଞ୍ଜି ନିବେଶ ନେଇ SLSWCAର ମଞ୍ଜୁରୀ ମିଳିଛି।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଅନୁମୋଦନ ମିଳିଛି। ସେହିପରି ୧୪ ହଜାର ୪୯୭ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ଆଶାବାଦୀ ରହିଛନ୍ତି।୧୬ଟି ସେକ୍ଟରରେ ପୁଞ୍ଜି ନିବେଶ ନେଇ SLSWCAର ମଞ୍ଜୁରୀ ରହିଛି। ରାଜ୍ୟର ୧୧ଟି ଜିଲ୍ଲାରେ ପୁଞ୍ଜି ନିବେଶ ନେଇ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।