୩ ଜଣ ମଦୁଆଙ୍କ ଜୀବନ ବଞ୍ଚାଇ କଟକ ଟ୍ରାଫିକ ପୋଷ୍ଟକୁ ଉଡେଇଦେଲା 407, ଡ୍ରାଇଭରକୁ ଧନ୍ୟବାଦ ଦେଲା ଟ୍ରକ ମାଲିକ ସଂଘ

ତିନିଜଣ ମଦ୍ୟପ ଯୁବକଙ୍କ ଜୀବନ ରକ୍ଷା କରିବାକୁ ଯାଇ ଟ୍ରାଫିକ ପୋଷ୍ଟକୁ ଧକ୍କା ଦେଲା ଏକ ୪୦୭-ଗାଡ଼ି। ଭଳି ଏକ ଦୁର୍ଘଟଣା ଘଟିଛି କଟକ ନୁଆ ବଜାର ଛକରେ। ଘଟଣା ସ୍ଥଳରେ ଚାଉଳିଆଗାଞ୍ଜ ଥାନା ପୋଲିସ ପହଞ୍ଚି ତିନିଜଣ ମଦ୍ୟପ ଯୁବକଙ୍କ ଜୀବନ ବଞ୍ଚାଇ