୩ ଟନ୍ ବାଲିରେ ଶୋଭା ପାଇଲେ ଦେଵ ଦେଵ ମହାଦେବ...ଦେଖିବା ପାଇଁ ଜମିଲା ଲୋକଙ୍କ ଭିଡ଼...

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାର ସୁବଳା ଗାଁରେ ୩୨ତମ ହର ଗୌରୀ ଉତ୍ସବ ଅବସରରେ ବାଲୁକା ଶିଳ୍ପୀ ଯଶୋବନ୍ତ ଦାସଙ୍କ ଦ୍ଵାରା ଦୁଇ ୩ ଟନ୍ ବାଲିରେ ଦେଵ ଦେଵ ମହାଦେବଙ୍କ ପ୍ରତିମୃତ୍ତି ନିର୍ମାଣ କରିଛନ୍ତି, ଯାହାଙ୍କୁ ଦେଖିବା ପାଇଁ