୩ ଦିନ ହେଲାଣି ଗାଁରେ ପଶି ଉତ୍ପାତ କରୁଛି ଆହତ ଦନ୍ତା
ଅନୁଗୁଳ: ୩ ଦିନ ହେଲାଣି ଏକ ଆହତ ଦନ୍ତା ହାତୀ ଗାଁରେ ପଶି ଉତ୍ପାତ କରୁଛି। ଆହତ ଦନ୍ତା ହାତୀର ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆହତ ଦନ୍ତାକୁ ଧରିବା ପରେ ଚିକିତ୍ସା କରିବାକୁ ବନବିଭାଗ ଉଦ୍ୟମ ଜାରି ରଖିଛି। ବନ୍ତଳା ବନାଞ୍ଚଳ ଏବଂ ମାଣପୁରରେ ହାତୀ ଉପଦ୍ରବ ଚଳାଇଥିବା ସୂଚନା ମିଳିଛି।