୩୦ କେଜି ମୁରୁଜରେ ବନେଇଦେଲେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର
ଅଯୋଧ୍ୟା ଯାଇପାରିଲେନି ବୋଲି ମନରେ ଅବଶୋଷ ରହିଗଲା ସିନା କିନ୍ତୁ ରାମ ଭକ୍ତିରେ ସ୍ୱର୍ଗପୁର ସାହି ବାସିନ୍ଦାମାନେ ମୂରୁଜରେ ବନେଇ ଦେଲେ ଏଇ ବିରାଟ ରାମ ମନ୍ଦିର.. ୩୦କେଜିରୁ ଅଧିକ ରଙ୍ଗ ମୁରୁଜରେ ୩୪୫ବର୍ଗଫୁଟର ଅଯୋଧ୍ୟା ରାମ ମନ୍ଦିରର ଅବିକଳ ଛବି ଦେଖନ୍ତୁ..