୩୦ ରନ୍ କରି ଇତିହାସ ରଚିଲେ ଯଶସ୍ୱୀ, ଏମିତି କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ ୨୬/୧୦: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଦ୍ୱିତୀୟ ମୁକାବିଲାର ଦ୍ୱିତୀୟ ମୁକାବିଲା ପୁଣେରେ ଖେଳାଯାଉଛି । ଏହି ମୁକାବିଲାରେ ନ୍ୟୁଜିଲାଣ୍ଡରେ ପ୍ରଥମ ପାଳିରେ ୨୫୯ ରନ୍ କରିଥିଲା । ଜବାବରେ ଭାରତୀୟ ଟିମ୍ ୧୫୬ ରନ୍ କରିଥିଲା । ଅର୍ଥାତ୍ ନ୍ୟୁଜିଲାଣ୍ଡ ୧୦୩ ରନ୍‌ର ବଡ ଲିଡ୍ ହାସିଲ କରିଥିଲା । ଭାରତ ପ୍ରଥମ ପାଳିରେ ଓପନର ଯଶସ୍ୱୀ ଯଏଶଓ୍ୱାଲ ବହୁତ ନିରାଶ କରିଥିଲେ । ଯଶସ୍ୱୀ ୪ଟି ଚଉକା ବଳରେ କରିଥିଲେ ୩୦ ରନ୍ । ଯଶସ୍ୱୀ ପାର୍ଟଟାଇମ୍ ସ୍ପିନର ଗ୍ଲେନ ଫିଲିପ୍ସ ଡାରେଲ ମିଚେଲ୍ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଯଦିଓ ୩ ରନ୍‌ର ପାଳିରେ ଯଶସ୍ୱୀ ଗୋଟିଏ ଖାସ୍ ରେକ୍ରଡ କରିଛନ୍ତି । ଯଶସ୍ୱୀ ଏହି ବର୍ଷ କ୍ରିକେଟରେ ୧୦୦୦ ରନ୍ ପୁରା କରିଛନ୍ତି । ଯଶସ୍ୱୀ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏ ୨୩ ବର୍ଷରୁ କମ୍ ବୟସ କ୍ରିକେଟରେ ଗୋଟିଏ ବର୍ଷ କ୍ୟାଲେଣ୍ଡରରେ ୧୦୦୦ ରନ୍ କରିଛନ୍ତି । ଏମିତି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । କହିବାକୁ ଗଲେ ଯଶସ୍ୱୀ ଏମିତି ଉପଲବ୍ଧୀ ହାସଲ କରିବାରେ ଦୁନିଆର ୫ମ ଉପଲବ୍ଧୀ । ଓ୍ୱେଷ୍ଟଇଣ୍ଡିଜ୍‌ର ଗୈରୀ ସୋବର୍ସ, ସାଉଥ ଆଫ୍ରିକାର ଗ୍ରୀନ ସ୍ମିଥ୍,ସାଉଥ ଆଫ୍ରିକାର ଏ.ବି ଡିଭିଲିୟର୍ସ, ଏବଂ ଇଂଲଣ୍ଡର ଏଲିଷ୍ଟେଟର କୁକ୍‌ଙ୍କ ନାଁ ଲିଷ୍ଟରେ ଅଛି । 

୩୦ ରନ୍ କରି ଇତିହାସ ରଚିଲେ ଯଶସ୍ୱୀ, ଏମିତି କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ ୨୬/୧୦: ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଦ୍ୱିତୀୟ ମୁକାବିଲାର ଦ୍ୱିତୀୟ ମୁକାବିଲା ପୁଣେରେ ଖେଳାଯାଉଛି । ଏହି ମୁକାବିଲାରେ ନ୍ୟୁଜିଲାଣ୍ଡରେ ପ୍ରଥମ ପାଳିରେ ୨୫୯ ରନ୍ କରିଥିଲା । ଜବାବରେ ଭାରତୀୟ ଟିମ୍ ୧୫୬ ରନ୍ କରିଥିଲା । ଅର୍ଥାତ୍ ନ୍ୟୁଜିଲାଣ୍ଡ ୧୦୩ ରନ୍‌ର ବଡ ଲିଡ୍ ହାସିଲ କରିଥିଲା । 

ଭାରତ ପ୍ରଥମ ପାଳିରେ ଓପନର ଯଶସ୍ୱୀ ଯଏଶଓ୍ୱାଲ ବହୁତ ନିରାଶ କରିଥିଲେ । ଯଶସ୍ୱୀ ୪ଟି ଚଉକା ବଳରେ କରିଥିଲେ ୩୦ ରନ୍ । ଯଶସ୍ୱୀ ପାର୍ଟଟାଇମ୍ ସ୍ପିନର ଗ୍ଲେନ ଫିଲିପ୍ସ ଡାରେଲ ମିଚେଲ୍ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଯଦିଓ ୩ ରନ୍‌ର ପାଳିରେ ଯଶସ୍ୱୀ ଗୋଟିଏ ଖାସ୍ ରେକ୍ରଡ କରିଛନ୍ତି । ଯଶସ୍ୱୀ ଏହି ବର୍ଷ କ୍ରିକେଟରେ ୧୦୦୦ ରନ୍ ପୁରା କରିଛନ୍ତି । ଯଶସ୍ୱୀ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏ ୨୩ ବର୍ଷରୁ କମ୍ ବୟସ କ୍ରିକେଟରେ ଗୋଟିଏ ବର୍ଷ କ୍ୟାଲେଣ୍ଡରରେ ୧୦୦୦ ରନ୍ କରିଛନ୍ତି । 

ଏମିତି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । କହିବାକୁ ଗଲେ ଯଶସ୍ୱୀ ଏମିତି ଉପଲବ୍ଧୀ ହାସଲ କରିବାରେ ଦୁନିଆର ୫ମ ଉପଲବ୍ଧୀ । ଓ୍ୱେଷ୍ଟଇଣ୍ଡିଜ୍‌ର ଗୈରୀ ସୋବର୍ସ, ସାଉଥ ଆଫ୍ରିକାର ଗ୍ରୀନ ସ୍ମିଥ୍,ସାଉଥ ଆଫ୍ରିକାର ଏ.ବି ଡିଭିଲିୟର୍ସ, ଏବଂ ଇଂଲଣ୍ଡର ଏଲିଷ୍ଟେଟର କୁକ୍‌ଙ୍କ ନାଁ ଲିଷ୍ଟରେ ଅଛି ।