୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ କାମ କରିବେ ଅମିତାଭ୍, ଫଟୋ ସେୟାର କରି କହିଲେ ଏମିତି...

ମୁମ୍ଵାଇ ୦୪।୦୫: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ମହାନ ଅଭିନେତା। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ଉଭୟ ନିଜ ନିଜ ଚଳଚ୍ଚିତ୍ରରୁ ଯେଉଁ ସଫଳତା ହାସଲ କରିଛନ୍ତି ତାହା ପ୍ରଶଂସନୀୟ । ଏବେ ଉଭୟ ଅଭିନେତ୍ରୀ ଖୁବ ଶୀଘ୍ର ବେଟିଆନ୍ ଫିଲ୍ମରେ ନଜର ଆସିବେ । ଉଭୟ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଉଭୟ ଭେଟେରାନ ଅଭିନେତାଙ୍କ ଫିଲ୍ମର ସେଟରୁ ଆସୁଥିବା ଫଟୋ ଦେଖିବା ପରେ ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।View this post on InstagramA post shared by Amitabh Bachchan (@amitabhbachchan)ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ଅନ୍ୟତମ ମହାନ ଅଭିନେତା ଅଟନ୍ତି। ନିକଟରେ ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଫଟୋରେ ସେ ରଜନୀକାନ୍ତଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହି ଯୋଡି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ବିଗ୍ ବି ଫଟୋ ସହିତ କ୍ୟାପସନ୍ ଲେଖିଛି, 'ମୁଁ ଥାଲା ଦି ଗ୍ରେଟ୍ ରଜନୀ ସହିତ ପୁନର୍ବାର ଜଡିତ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।ସେ ଆଦୌ ପରିବର୍ତ୍ତନ ହୋଇ ନାହାଁନ୍ତି । ସେ ସରଳ, ନମ୍ର । କହିବାକୁ ଗଲେ ରଜନୀ ଆନ୍ନା ଏବଂ ଅମିତାଭଙ୍କ ଫିଲ୍ମ 'ବେଟିଆନ୍' ଲାଇକା ପ୍ରଡକ୍ସନ୍ ହାଉସ୍ ବ୍ୟାନରରେ ନିର୍ମିତ ହେଉଛି। ନିର୍ମାତାମାନେ X ରେ ଏହି ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଉଭୟଙ୍

୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ କାମ କରିବେ ଅମିତାଭ୍, ଫଟୋ ସେୟାର କରି କହିଲେ ଏମିତି...

ମୁମ୍ଵାଇ ୦୪।୦୫: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ମହାନ ଅଭିନେତା। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ଉଭୟ ନିଜ ନିଜ ଚଳଚ୍ଚିତ୍ରରୁ ଯେଉଁ ସଫଳତା ହାସଲ କରିଛନ୍ତି ତାହା ପ୍ରଶଂସନୀୟ । ଏବେ ଉଭୟ ଅଭିନେତ୍ରୀ ଖୁବ ଶୀଘ୍ର ବେଟିଆନ୍ ଫିଲ୍ମରେ ନଜର ଆସିବେ । ଉଭୟ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଉଭୟ ଭେଟେରାନ ଅଭିନେତାଙ୍କ ଫିଲ୍ମର ସେଟରୁ ଆସୁଥିବା ଫଟୋ ଦେଖିବା ପରେ ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।



ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ଅନ୍ୟତମ ମହାନ ଅଭିନେତା ଅଟନ୍ତି। ନିକଟରେ ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଫଟୋରେ ସେ ରଜନୀକାନ୍ତଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହି ଯୋଡି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ବିଗ୍ ବି ଫଟୋ ସହିତ କ୍ୟାପସନ୍ ଲେଖିଛି, 'ମୁଁ ଥାଲା ଦି ଗ୍ରେଟ୍ ରଜନୀ ସହିତ ପୁନର୍ବାର ଜଡିତ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।ସେ ଆଦୌ ପରିବର୍ତ୍ତନ ହୋଇ ନାହାଁନ୍ତି । ସେ ସରଳ, ନମ୍ର । 

କହିବାକୁ ଗଲେ ରଜନୀ ଆନ୍ନା ଏବଂ ଅମିତାଭଙ୍କ ଫିଲ୍ମ 'ବେଟିଆନ୍' ଲାଇକା ପ୍ରଡକ୍ସନ୍ ହାଉସ୍ ବ୍ୟାନରରେ ନିର୍ମିତ ହେଉଛି। ନିର୍ମାତାମାନେ X ରେ ଏହି ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ସେମାନଙ୍କୁ ବହୁତ ପସନ୍ଦ କରୁଛନ୍ତି । ୩୩ ବର୍ଷ ପୂର୍ବେ ହମ୍‌ ଚଳଚ୍ଚିତ୍ରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମୁକୁଲ ଏସ ଆନନ୍ଦ। ।