୩୫ ଫୁଟ କୂଅରେ ପଡ଼ିଗଲେ ମହିଳା, ପରେ…
ପାଟଣା,୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାାୟତ କାଶିପୁର ଗ୍ରାମର ଜଣେ ୫୦ବର୍ଷର ମହିଳା କ୍ଷୀରୋଦିନି ମହାନ୍ତ ଶୁକ୍ରବାର ସାରେ ୩୫ ଫୁଟ କୂଅରେ ପଡ଼ିଯାଇଥିଲେ। ମୁଣ୍ଡ ବୁଲାଇ ଦେବାରୁ ଘର ନିକଟ କୂଅରେ ସେ ଗଳି ପଡ଼ିଥିଲେ। ୩୫ଫୁଟ ତଳକୁ କୂଅରୁ ପାଟଣା ଅଗ୍ନିଶମ ବାହିନୀ ତାଙ୍କୁରାତିରେ ସୁରକ୍ଷିତ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ହାବିଲଦାର ବିଜୟ ନାଏକ, ଅଗ୍ନିକ […] The post ୩୫ ଫୁଟ କୂଅରେ ପଡ଼ିଗଲେ ମହିଳା, ପରେ… appeared first on Dharitri Odia News.
ପାଟଣା,୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାାୟତ କାଶିପୁର ଗ୍ରାମର ଜଣେ ୫୦ବର୍ଷର ମହିଳା କ୍ଷୀରୋଦିନି ମହାନ୍ତ ଶୁକ୍ରବାର ସାରେ ୩୫ ଫୁଟ କୂଅରେ ପଡ଼ିଯାଇଥିଲେ।
ମୁଣ୍ଡ ବୁଲାଇ ଦେବାରୁ ଘର ନିକଟ କୂଅରେ ସେ ଗଳି ପଡ଼ିଥିଲେ। ୩୫ଫୁଟ ତଳକୁ କୂଅରୁ ପାଟଣା ଅଗ୍ନିଶମ ବାହିନୀ ତାଙ୍କୁରାତିରେ ସୁରକ୍ଷିତ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ହାବିଲଦାର ବିଜୟ ନାଏକ, ଅଗ୍ନିକ ତରୁଣ କୁମାର ନାୟକ ସାମିଲ ହୋଇଥିଲେ।
The post ୩୫ ଫୁଟ କୂଅରେ ପଡ଼ିଗଲେ ମହିଳା, ପରେ… appeared first on Dharitri Odia News.