୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନାର ପାଇଛନ୍ତି ଲାଭ, ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନା ଦ୍ୱାରା ଲାଭ ପାଇଛନ୍ତି । ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା ମଧ୍ୟ କରାଯାଉଛି। ଅମଳ ପରବର୍ତ୍ତୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଘରୋଇ ଏବଂ ସରକାରୀ କ୍ଷେତ୍ର ସହଭାଗିତାକୁ ମଜବୁତ କରିଛୁ। ଆତ୍ମନିର୍ଭରଶୀଳ ତେଲ […] The post ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନାର ପାଇଛନ୍ତି ଲାଭ, ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା… appeared first on Dharitri Odia News.
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନା ଦ୍ୱାରା ଲାଭ ପାଇଛନ୍ତି ।
୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା ମଧ୍ୟ କରାଯାଉଛି। ଅମଳ ପରବର୍ତ୍ତୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଘରୋଇ ଏବଂ ସରକାରୀ କ୍ଷେତ୍ର ସହଭାଗିତାକୁ ମଜବୁତ କରିଛୁ।
ଆତ୍ମନିର୍ଭରଶୀଳ ତେଲ ବିହନ ଅଭିଯାନକୁ ମଜବୁତ କରାଯାଇଛି। ଏହା ଅଧୀନରେ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ଏବଂ କୃଷି ବୀମାକୁ ପ୍ରୋତ୍ସାହିତ କରାଯିବ। ଦୁଗ୍ଧ ସହିତ ଜଡିତ କୃଷକମାନଙ୍କୁ ମଧ୍ୟ ସାହାଯ୍ୟ କରାଯାଉଛି। ରାଷ୍ଟ୍ରୀୟ ଗୋକୁଳ ମିଶନ ପରି ଯୋଜନା ଚାଲିଛି।
The post ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନାର ପାଇଛନ୍ତି ଲାଭ, ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା… appeared first on Dharitri Odia News.