୪ ଟନ୍ ବିସ୍ଫୋରକ ଲୁଟ୍ ପଛରେ ବଡ଼ ଷଡଯନ୍ତ୍ର !

ଦିନ ଦ୍ବିପହରରେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ଝାଡଖଣ୍ଡୀ ମାଓବାଦୀ ଲୁଟିନେଲେ ୪ ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ। ସୁନ୍ଦରଗଡର କେ ବଲାଙ୍ଗ ଅଞ୍ଚଳକୁ ସଫ୍ଟ ଟାରଗେଟ କରିଥିଲେ ମାଓବାଦୀ ।

୪ ଟନ୍ ବିସ୍ଫୋରକ ଲୁଟ୍ ପଛରେ ବଡ଼ ଷଡଯନ୍ତ୍ର !
Array