୪୧ ଡିଗ୍ରୀ ଟପିଲା ଟ୍ବିନ୍ ସିଟି ତାପମାତ୍ରା, ୪୩.୨ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର ୧୭।୪:  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ତାଳଚେର ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧ ଟପିଲା ଟୁଇନ୍‌ ସିଟି । ଭୁବନେଶ୍ବରରେ ତାପମାତ୍ରା ୪୧.୭ ଡିଗ୍ରୀ ଏବଂ କଟକ ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧.୫ ଡିଗ୍ରୀ  ଛୁଇଁଲା ତାପମାତ୍ରା ।ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଯାୟୀ, ତାଳଚେର ୪୩.୨, ନୂଆପଡା ୪୩, ପାରଳାଖେମୁଣ୍ଡି ୪୨.୮, ବୌଦ୍ଧ ୪୨.୮, ଅନୁଗୋଳ ୪୨.୭, ନୟାଗଡ ୪୨.୭, ବାରିପଦା ୪୨.୬, ଟିଟିଲାଗଡ ୪୨.୫, ଭବାନୀପାଟଣା ୪୨, ମାଲକାନଗିରି ୪୨ ଡିଗ୍ରୀ ସେଲସିୟସ୍ ରହିଛି ।You Can Read :ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ

୪୧ ଡିଗ୍ରୀ ଟପିଲା ଟ୍ବିନ୍ ସିଟି ତାପମାତ୍ରା, ୪୩.୨ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର ୧୭।୪:  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ତାଳଚେର ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧ ଟପିଲା ଟୁଇନ୍‌ ସିଟି । ଭୁବନେଶ୍ବରରେ ତାପମାତ୍ରା ୪୧.୭ ଡିଗ୍ରୀ ଏବଂ କଟକ ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧.୫ ଡିଗ୍ରୀ  ଛୁଇଁଲା ତାପମାତ୍ରା ।

ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଯାୟୀ, ତାଳଚେର ୪୩.୨, ନୂଆପଡା ୪୩, ପାରଳାଖେମୁଣ୍ଡି ୪୨.୮, ବୌଦ୍ଧ ୪୨.୮, ଅନୁଗୋଳ ୪୨.୭, ନୟାଗଡ ୪୨.୭, ବାରିପଦା ୪୨.୬, ଟିଟିଲାଗଡ ୪୨.୫, ଭବାନୀପାଟଣା ୪୨, ମାଲକାନଗିରି ୪୨ ଡିଗ୍ରୀ ସେଲସିୟସ୍ ରହିଛି ।

You Can Read :

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ