୪୩ ବର୍ଷରେ ବି ଜଲ୍‌ୱା; ଭାଇରାଲ୍ ହେଲା ଶ୍ୱେତା ତିୱାରୀଙ୍କ ଆକର୍ଷଣୀୟ ଲୁକ୍‌

ବୋଲ୍ଡ ଏବଂ ହଟ୍ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ତାଙ୍କର ଆକର୍ଷଣୀୟ ଲୁକର ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିବାର କଳା ଜାଣନ୍ତି। ସୋସିଆଲ୍ ମିଡିଆରେ ପଡିବା ମାତ୍ରେ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋକୁ ନେଇ ପ୍ରଶଂସା ପାଉଛନ୍ତି।