୪୪ ଡିଗ୍ରୀ ଟପିଲା ୩ ସହରର ତାପମାତ୍ରା, ଅନୁଗୋଳ ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର ୨୭।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୪ ଡିଗ୍ରୀ ଟପିଛି । ୪୪.୭ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୧୪ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଶନିବାର ରେକର୍ଡ ତାପମାତ୍ରା ଅନୁଯାୟୀ,ଅନୁଗୋଳ- ୪୪.୭ଭୁବନେଶ୍ବର- ୪୪.୬ବାରିପଦା- ୪୪.୨ବୌଦ୍ଧ- ୪୩.୭ଢେଙ୍କାନାଳ- ୪୩.୭ଭବାନୀପାଟଣା- ୪୩.୭ନୂଆପଡା- ୪୩.୬ଝାରସୁଗୁଡା- ୪୩.୬ବଲାଙ୍ଗୀର- ୪୩.୫ଯାଜପୁର- ୪୩.୫ତାଳଚେର- ୪୩.୫ନୟାଗଡ- ୪୩.୫କଟକ- ୪୩.୪ଟିଟିଲାଗଡ- ୪୩ You Can Read :ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା
ଭୁବନେଶ୍ବର ୨୭।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୪ ଡିଗ୍ରୀ ଟପିଛି । ୪୪.୭ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୧୪ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି ।
ଶନିବାର ରେକର୍ଡ ତାପମାତ୍ରା ଅନୁଯାୟୀ,
ଅନୁଗୋଳ- ୪୪.୭
ଭୁବନେଶ୍ବର- ୪୪.୬
ବାରିପଦା- ୪୪.୨
ବୌଦ୍ଧ- ୪୩.୭
ଢେଙ୍କାନାଳ- ୪୩.୭
ଭବାନୀପାଟଣା- ୪୩.୭
ନୂଆପଡା- ୪୩.୬
ଝାରସୁଗୁଡା- ୪୩.୬
ବଲାଙ୍ଗୀର- ୪୩.୫
ଯାଜପୁର- ୪୩.୫
ତାଳଚେର- ୪୩.୫
ନୟାଗଡ- ୪୩.୫
କଟକ- ୪୩.୪
ଟିଟିଲାଗଡ- ୪୩
You Can Read :
ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା