୫ଟି ଦେଶର ରାଷ୍ଟ୍ରଦୂତଙ୍କୁ ସ୍ୱୀକାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଡେସ୍କ: ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ଟି ଦେଶର ରାଷ୍ଟ୍ରଦୂତଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଦୂତମାନେ ହେଲେ ଫିଲିପାଇନ୍ସର ଜୋସେଲ ଫ୍ରାନସିସ୍କୋ ଇଗ୍ନାସିଓ, ଉଜବେକିସ୍ତାନର ସରଦୌର ରୁସ୍ତମ୍ବବାଏବ, ବେଲାରୁସର ମିଖାଇଲ କାସ୍କୋ, କେନିଆର ହାଇ କମିଶନର ପିଟର ମୈନା, ମୁନିରି ଏବଂ ଜର୍ଜିଆ ରାଷ୍ଟ୍ରଦୂତ ୱାକାତାଙ୍ଗ ଜାଓଶଭିଲି।