୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍ ଉପରେ ଯାଉଥିଲା ବସ୍: ଧକ୍କା ଦେଲା ଡମ୍ଫର
ଢେଙ୍କାନାଳ,୧୮।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ବ୍ରିଜ ଉପରେ ଯାଉଥିବା ଏକ ଯାତ୍ରୀବାହୀ ବସ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ଫର ଧକ୍କା ଦେଇଥିଲା । ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୋପୀନାଥ ନାମକ ଏକ ଘରୋଇ ବସ୍ ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍ରେ ୫୦ରୁ ଊର୍ଦ୍ଧ ଯାତ୍ରୀ ଥିଲେ। ବସ୍ଟି କମଗରା ଗାଁ ବ୍ରାହ୍ମଣୀ […] The post ୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍ ଉପରେ ଯାଉଥିଲା ବସ୍: ଧକ୍କା ଦେଲା ଡମ୍ଫର appeared first on Dharitri Odia News.
ଢେଙ୍କାନାଳ,୧୮।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି।
ବ୍ରିଜ ଉପରେ ଯାଉଥିବା ଏକ ଯାତ୍ରୀବାହୀ ବସ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ଫର ଧକ୍କା ଦେଇଥିଲା । ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଗୋପୀନାଥ ନାମକ ଏକ ଘରୋଇ ବସ୍ ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍ରେ ୫୦ରୁ ଊର୍ଦ୍ଧ ଯାତ୍ରୀ ଥିଲେ। ବସ୍ଟି କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପରର ଷ୍ଟିୟରିଂ ଛିଡ଼ିଯାଇଥିଲା। ଫଳରେ ଡମ୍ପରଟି ବସ୍ଟିକୁ ଗୋଟିଏ ପାର୍ଶ୍ୱରୁ ଧକ୍କା ଦେଇଥିଲା।
The post ୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍ ଉପରେ ଯାଉଥିଲା ବସ୍: ଧକ୍କା ଦେଲା ଡମ୍ଫର appeared first on Dharitri Odia News.