୬ ହଜାର ଲାଞ୍ଚ ନେଇ ପଳାଉଥିଲେ ଅଧ ରାସ୍ତାରେ ମାଡି ବସିଲା ଭିଜିଲାନ୍ସ... ଲାଞ୍ଚ ନେଇ ଫଶିଲେ ASI
ଚୋର ଡକାୟତଙ୍କୁ ସୁଧାରିବା ବଦଳରେ ନିଜେ ଲାଞ୍ଚ ନେଇ ପକେଟ୍ ଗରମ କରୁଛନ୍ତି ପୋଲିସ ଅଧିକାରୀ। ସୁବର୍ଣ୍ଣପୁର ଜିଲ୍ଲାର ବିରାମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲା ବେଳେ ମାଡି ବସିଛି ଭିଜିଲାନ୍ସ। Odisha
ଚୋର ଡକାୟତଙ୍କୁ ସୁଧାରିବା ବଦଳରେ ନିଜେ ଲାଞ୍ଚ ନେଇ ପକେଟ୍ ଗରମ କରୁଛନ୍ତି ପୋଲିସ ଅଧିକାରୀ। ସୁବର୍ଣ୍ଣପୁର ଜିଲ୍ଲାର ବିରାମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲା ବେଳେ ମାଡି ବସିଛି ଭିଜିଲାନ୍ସ।
Odisha