୭ ମାସରେ ମୋର ୨୫ ବର, ୮ ଦିନରେ ନୂଆ ବାହାଘର
ଗୋଟିଏ କନ୍ୟାର ୨୫ ବର । ୮ ଦିନରେ ଖୋଜାପଡ଼ୁଥିଲା ନୂଆ ଘର । ୭ ମାସରେ ସରିଛି ୨୫ ବାହାଘର । ମିଠାମିଠା କଥା କହି ପ୍ରେମ ଜାଲରେ ଫସାଉଥିଲା । ଚତୁର୍ଥୀ ଦିନ ଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲେ । କେଉଁଠି ଚାରି ଦିନ ରୁଥିଲା ତ ପୁଣି କେଉଁଟି କାଟୁଥିଲା ସପ୍ତାହେ ।