୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର ୩୧।୧୨: ରାଜ୍ୟ ସରକାର ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ୮ ଜଣ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସ୍‌ଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସ୍‌ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆଇପିଏସ୍‌ ୟତିନ୍ଦ୍ର କୋୟଲ, ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଏଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆଇପିଏସ୍‌ ପିନାକ ମିଶ୍ର, ଆଇପିଏସ୍‌ ବି. ଯୁଗୋଳ କିଶୋର କୁମାର, ଆଇପିଏସ୍‌ ବି. ଗଙ୍ଗାଧରଙ୍କୁ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।  ଆଇପିଏସ୍‌ ଅବିନାଶ କୁମାର, ଆଇପିଏସ୍‌ ସାର୍ଥକ ଷଡ଼ଙ୍ଗୀ ଏବଂ ଆଇପିଏସ୍‌ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।You Can Read:ଗ୍ରାମବାସୀଙ୍କ ଦାବି ପରେ ମାପଚୁପ ହେଲା ନଦୀ ଘାଟ, ହଟିବ ଜବରଦଖଲ  

୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର ୩୧।୧୨: ରାଜ୍ୟ ସରକାର ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ୮ ଜଣ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

୩ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସ୍‌ଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସ୍‌ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆଇପିଏସ୍‌ ୟତିନ୍ଦ୍ର କୋୟଲ, ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଏଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆଇପିଏସ୍‌ ପିନାକ ମିଶ୍ର, ଆଇପିଏସ୍‌ ବି. ଯୁଗୋଳ କିଶୋର କୁମାର, ଆଇପିଏସ୍‌ ବି. ଗଙ୍ଗାଧରଙ୍କୁ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।  ଆଇପିଏସ୍‌ ଅବିନାଶ କୁମାର, ଆଇପିଏସ୍‌ ସାର୍ଥକ ଷଡ଼ଙ୍ଗୀ ଏବଂ ଆଇପିଏସ୍‌ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

You Can Read:

ଗ୍ରାମବାସୀଙ୍କ ଦାବି ପରେ ମାପଚୁପ ହେଲା ନଦୀ ଘାଟ, ହଟିବ ଜବରଦଖଲ